Bhartruhari Mahtab (@bhartruharim) 's Twitter Profile
Bhartruhari Mahtab

@bhartruharim

Bhartruhari Mahtab: Six-time MP | Advocate for progressive policies | Championing the voice of the people

ID: 873479078661111809

calendar_today10-06-2017 09:56:55

244 Tweet

1,1K Followers

120 Following

Bhartruhari Mahtab (@bhartruharim) 's Twitter Profile Photo

କଟକସ୍ଥିତ କଦମରସୁଲରୁ ଆସିଥିବା ବନ୍ଧୁମାନଙ୍କ ସହିତ ଆଲୋଚନା କଲି ଏବଂ ସେମାନଙ୍କର ଅମୂଲ୍ୟ ଦୃଷ୍ଟିକୋଣ ବିଷୟରେ ଅବଗତ ହେଲି। ବିକାଶ ଆଡ଼କୁ ଆମର ଯାତ୍ରାରେ, ଆସନ୍ତୁ ଧର୍ମନିରପେକ୍ଷତା ଏବଂ ସର୍ବଭାରତୀୟ ଭାଇଚାରା ନୀତି ଗ୍ରହଣ କରିବା। #BJP4Odisha #ModiKiGuarantee #ModinkaGuarantee

କଟକସ୍ଥିତ କଦମରସୁଲରୁ ଆସିଥିବା ବନ୍ଧୁମାନଙ୍କ ସହିତ ଆଲୋଚନା କଲି ଏବଂ ସେମାନଙ୍କର ଅମୂଲ୍ୟ ଦୃଷ୍ଟିକୋଣ ବିଷୟରେ ଅବଗତ ହେଲି। ବିକାଶ ଆଡ଼କୁ ଆମର ଯାତ୍ରାରେ, ଆସନ୍ତୁ ଧର୍ମନିରପେକ୍ଷତା ଏବଂ ସର୍ବଭାରତୀୟ ଭାଇଚାରା ନୀତି ଗ୍ରହଣ କରିବା।
#BJP4Odisha #ModiKiGuarantee #ModinkaGuarantee
Bhartruhari Mahtab (@bhartruharim) 's Twitter Profile Photo

ଗତ ୨୫ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ସ୍ଥାଣୁ ତଥା ବିକାଶ ବିରୋଧୀ ସରକାର ଉପରେ ଓଡ଼ିଶାର ଜନସାଧାରଣଙ୍କର ଆଉ ବିଶ୍ୱାସ ନାହିଁ। ଏକ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ ୲ ଆସନ୍ତାକାଲି ଭୋଟ୍ ଦେବାକୁ ଏବଂ ବିଜେପିକୁ ବିଜୟୀ କରିବାକୁ ମୁଁ ଲୋକଙ୍କୁ ନିବେଦନ କରୁଛି। #BJP4Odisha #ModiKiGuarantee

Bhartruhari Mahtab (@bhartruharim) 's Twitter Profile Photo

ମୋର ନିର୍ବାଚନମଣ୍ଡଳୀର ସେବା କରିବାର ଆଉ ଏକ ସୁଯୋଗ ପାଇଥିବାରୁ ମୁଁ ମୋର ଦଳ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ, କର୍ମୀ ଏବଂ ଜନସାଧାରଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି। ଓଡ଼ିଶା ଏବଂ ଭାରତରେ ବିଜେପିର ବିପୁଳ ବିଜୟ ପାଇଁ ମୁଁ ସମସ୍ତଙ୍କୁ ଅଭିନନ୍ଦନ ମଧ୍ଯ ଜଣାଉଛି ୲ କଟକ ତଥା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୁଁ ଉତ୍ସର୍ଗୀକୃତ।

ଜନସାଧାରଣଙ୍କର ଆଶୀର୍ବାଦ ପାଇ କଟକ ସାଂସଦ ଭାବରେ ନିର୍ବାଚିତ ହେବା ପରେ ବିଭିନ୍ନ ବର୍ଗର ଲୋକମାନଙ୍କଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ମୁଁ ଆନନ୍ଦିତ। ସମସ୍ତଙ୍କର ସମର୍ଥନ ଏବଂ ବିଶ୍ୱାସ ସହିତ ମୁଁ ଆମ କଟକ ତଥା ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଅହରହ କାର୍ଯ୍ୟ ଜାରି ରଖିଛି। #Cuttack #Odisha

ଓଡ଼ିଶା ସରକାରର ନୂତନ ମନ୍ତ୍ରୀ ପରିଷଦର ଶପଥ ପାଠ ସମାରୋହରରେ ଯୋଗ ଦେଇ ଖୁସି ଅନୁଭବ କରୁଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ପ୍ରଗତିର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। #OdishaGovernment #OathTakingCeremony

Bhartruhari Mahtab (@bhartruharim) 's Twitter Profile Photo

କଟକ ସଂସଦୀୟ କ୍ଷେତ୍ରର ମୋର ପ୍ରିୟ ଜନତା ମୋତେ ସେମାନଙ୍କର ସାଂସଦ ରୂପେ ନିର୍ବାଚିତ କରିବା ପରେ ମୋ ପ୍ରତି ସେମାନଙ୍କର ସ୍ନେହ ଶ୍ରଦ୍ଧା ଜାରି ରଖିଛନ୍ତି। ବିଭିନ୍ନ ବର୍ଗର ସମ୍ୱର୍ଦ୍ଧନା ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ଏବଂ ସେମାନଙ୍କର ଆଶା ପୂରଣ କରିବାକୁ ପ୍ରତିଶୃତିବଦ୍ଧ। #Cuttack #Odisha

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ଶୁଭ ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଦ୍ୱାରା ଆୟୋଜିତ ରଜ ମହୋତ୍ସବରେ ଯୋଗ ଦେଲି ଏବଂ ଆମର କଟକକୁ କିପରି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରାଯାଇପାରିବ ସେ ଉପରେ ଗୁରୁତ୍ୱାରୋପ କଲି। #Cuttack #Odisha OTDC

Bhartruhari Mahtab (@bhartruharim) 's Twitter Profile Photo

କଟକ କିଶୋରନଗର ରଜ ମହୋତ୍ସବରେ ଯୋଗଦେଇ ଅତ୍ୟନ୍ତ ଆନନ୍ଦ ଅନୁଭବ କଲି। ଆସନ୍ତୁ, ଏହି ମହାନ ଗଣପର୍ବକୁ ଉତ୍ସାହ ସହିତ ପାଳନ କରିବା ଏବଂ ଆମର ସମୃଦ୍ଧ ଓଡ଼ିଆ ସଂସ୍କୃତିକୁ ବିଶ୍ଵ ଦରବାରରେ ପହଞ୍ଚାଇବା। #Cuttack #Odisha #RajaMahotsav

Bhartruhari Mahtab (@bhartruharim) 's Twitter Profile Photo

କଟକ ବଡ଼ମ୍ବାବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇ ମୁଁ ଗୌରବ ଅନୁଭବ କରୁଛି। ମୋ' ଉପରେ ଭରସା ରଖି ସେମାନଙ୍କର ସାଂସଦ ରୂପେ ନିର୍ବାଚିତ କରିବାଥିବାରୁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ ଓ ସେମାନଙ୍କର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ପ୍ରତିଶୃତିବଦ୍ଧ ୲ #Cuttack #Odisha

Bhartruhari Mahtab (@bhartruharim) 's Twitter Profile Photo

କଳା ବିକାଶ କେନ୍ଦ୍ର, କଟକରେ ଆୟୋଜିତ 'ପ୍ରତିଭା ପ୍ରୋତ୍ସାହନ ଓ ସମ୍ୱର୍ଦ୍ଧନା ଉତ୍ସବ–୨୦୨୪'ର ଉଦ୍‌ଘାଟନ କରିବା ସହିତ ଆୟୋଜକଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। ଓଡ଼ିଶାର ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କ ଅବିଶ୍ୱସନୀୟ ସଫଳତାକୁ ସମ୍ମାନ ଆମର ସମାଜ ପାଇଁ ପ୍ରେରଣାର ସ୍ରୋତ ୲

କଟକ ସହରରେ ଚାଲିଥିବା ବିଭିନ୍ନ ସରକାରୀ ପ୍ରକଳ୍ପର ଅଗ୍ରଗତି ବିଷୟରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କଲି। ଆସନ୍ତା ୨୦ ତାରିଖ ଦିନ ପ୍ରକଳ୍ପ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାର ନିଷ୍ପତ୍ତି ନେଲୁ।

ମା' କଟକ ଚଣ୍ଡୀ ମନ୍ଦିର ଉନ୍ନତିକରଣ ପ୍ରକଳ୍ପ ଅନୁଧ୍ୟାନ କରି ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ପ୍ରକଳ୍ପର ଅଗ୍ରଗତି ବିଷୟରେ ଆଲୋଚନା କଲି। କେତେକ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ, ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ଶୀଘ୍ର ସମାପ୍ତି ନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଲି।

Bhartruhari Mahtab (@bhartruharim) 's Twitter Profile Photo

କଟକ ମହାନଗର ନିଗମର ରିଭ୍ୟୁ ମିଟିଂରେ ଯୋଗ ଦେଲି ୲ ମୌସୁମୀ ବର୍ଷାରେ କଟକର ମୌଳିକ ସମସ୍ୟା ଯେପରିକି ଜଳବନ୍ଦୀ ସମସ୍ୟାର ନିରାକରଣ ପାଇଁ ଗୁରୁତ୍ୱାରୋପ କଲି ୲ ସମସ୍ତ କଟକବାସୀଙ୍କର ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସ୍ଥାୟୀ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପର ଉନ୍ନତିକରଣର ସମୀକ୍ଷା କଲି।

CNBC-TV18 (@cnbctv18live) 's Twitter Profile Photo

President appoints 7-time parliamentarian Bhartruhari Mahtab as Speaker Protem of Lok Sabha cnbctv18.com/india/presiden…

Bhartruhari Mahtab (@bhartruharim) 's Twitter Profile Photo

ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ଲୋକସଭାର ଅସ୍ଥାୟୀ ବାଚସ୍ପତି ଭାବରେ ନିଯୁକ୍ତ ହୋଇଥିବାରୁ ମୁଁ ଗୌରବାନ୍ୱିତ ଏବଂ କୃତଜ୍ଞ। ଆମ ସଂସଦର ସମ୍ମାନ ରକ୍ଷା କରିବା ଏବଂ ଏହାର ପ୍ରକ୍ରିୟା ସୁରୁଖୁରୁରେ ସୁନିଶ୍ଚିତ କରିବାକୁ ମୁଁ ଅପେକ୍ଷାରତ। #LokSabha #SpeakerProtem #Parliament President of India

Bhartruhari Mahtab (@bhartruharim) 's Twitter Profile Photo

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ୧୮ତମ ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରାଯାଇଥିବାରୁ ମୁଁ ଗୌରବାନ୍ବିତ ଅନୁଭବ କରୁଛି। ଆମ ମହାନ ଦେଶର ସେବା କରିବା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। #LokSabha #RajyaSabha #Parliament #OathTaking President of India

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ୧୮ତମ ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରାଯାଇଥିବାରୁ ମୁଁ ଗୌରବାନ୍ବିତ ଅନୁଭବ କରୁଛି। ଆମ  ମହାନ ଦେଶର ସେବା କରିବା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବଜାୟ ରଖିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। 
#LokSabha #RajyaSabha #Parliament #OathTaking <a href="/rashtrapatibhvn/">President of India</a>
Bhartruhari Mahtab (@bhartruharim) 's Twitter Profile Photo

ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବା ଅବସରରେ ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କଲି। ସେମାନଙ୍କର ଅମୂଲ୍ୟ ମାର୍ଗଦର୍ଶନ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବ ବୋଲି ମୋର ଆଶା ଓ ବିଶ୍ବାସ। #ProtemSpeaker #LokSabha President of India

ଲୋକସଭାର ପ୍ରୋ-ଟେମ୍ ବାଚସ୍ପତି ଭାବରେ ଶପଥ ଗ୍ରହଣ କରିବା ଅବସରରେ ମହାମହିମ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହିତ ବାର୍ତ୍ତାଳାପ କଲି। ସେମାନଙ୍କର ଅମୂଲ୍ୟ ମାର୍ଗଦର୍ଶନ ଆମ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସଶକ୍ତ କରିବ ବୋଲି ମୋର ଆଶା ଓ ବିଶ୍ବାସ। 
#ProtemSpeaker #LokSabha <a href="/rashtrapatibhvn/">President of India</a>
Bhartruhari Mahtab (@bhartruharim) 's Twitter Profile Photo

ଲୋକସଭାର ପ୍ରୋଟେମ ବାଚସ୍ପତି ଭାବରେ ମୁଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ସାଂସଦଙ୍କ ଶପଥ ଗ୍ରହଣ ସମାରୋହର ଅଧ୍ୟକ୍ଷତା କରିବାର ଗୌରବ ପ୍ରାପ୍ତ କଲି। ଆମ ଦେଶର ଗଣତନ୍ତ୍ର ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। #LokSabha #RajyaSabha #Parliament #OathTaking

Bhartruhari Mahtab (@bhartruharim) 's Twitter Profile Photo

ମୋ ନିର୍ବାଚନମଣ୍ଡଳୀ, ରାଜ୍ୟ ତଥା ଦେଶବାସୀଙ୍କୁ ୭୮ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। #HappyIndependenceDay